ଡ୍ରଗ୍ସ ମାଫିଆ ଟକଲୁ ରାଜାର ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

ଡ୍ରଗ୍ସ ମାଫିଆ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତ | ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା କ୍ରାଇମବ୍ରାଞ୍ଚ STF, ବାଜ୍ୟାପ୍ତ ସମ୍ପତ୍ତିରେ ରହିଛି ୧୧ଟି ପ୍ଲଟ । ଟକଲୁ ଘର ବାଲେଶ୍ଵର ଜଳେଶ୍ବର, ୨୦୨୧ ମାର୍ଚ ୧ରେ ବାଲେଶ୍ଵର କୋର୍ଟରେ ଆତ୍ମସମର୍ପଣ କରିଥିଲା ଟକଲୁ ରାଜା ।

Leave a Reply

Your email address will not be published. Required fields are marked *