ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ଥିବା ଅଭିଯୋଗ କରି ଆସୁଛି ବିଜେପି। ମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭାକୁ ଆସୁଥିବା ବେଳେ ଏହାକୁ ବିରୋଧ କରି ଦଳ ପକ୍ଷରୁ ଆଜି ବିଧାନସଭା ପରିସରରେ ଗୋବର ଓ ଗଙ୍ଗା ଜଳ ପକାଇ ଏହାକୁ ଶୁଦ୍ଧ କରାଯାଇଥିଲା।

Leave a Reply

Your email address will not be published. Required fields are marked *