ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ

ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍ । ନ୍ୟାୟ ସୁଲଭ, ତ୍ବରିତ, ସମସ୍ତଙ୍କ ପାଇଁ ହେବା ଆବଶ୍ୟକ । କୋର୍ଟରେ ଖାଲି ଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି | ନ୍ୟାୟ ପ୍ରକ୍ରିୟାରେ ବିଳମ୍ବନ ହେଉ, ଏଥିପାଇଁ ଉଦ୍ୟମ ହେବା ଜରୁରୀ । ନ୍ୟାୟପାଳିକାରେ ବି ବୈଷୟିକ ଜ୍ଞାନକୌଶଳ ବ୍ୟବହାରକୁ ଗୁରୁତ୍ବ ଦିଆଯାଉଛି । କୋର୍ଟରେ ଆଞ୍ଚଳିକ ଭାଷାର ବ୍ୟବହାର ହେବା ଆବଶ୍ୟକ |

Leave a Reply

Your email address will not be published. Required fields are marked *