କୋରାପୁଟ ସବ୍‌ଜେଲର ଜେଲର ଗଗନ ବିହାରୀ ସାହୁ ସସପେଣ୍ଡ୍ । ସବ୍‌ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ପ୍ରସଙ୍ଗ: ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ

କୋରାପୁଟ ସବ୍‌ଜେଲର ଜେଲର ଗଗନ ବିହାରୀ ସାହୁ ସସପେଣ୍ଡ୍ ।ସବ୍‌ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ପ୍ରସଙ୍ଗ: ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ | ହାଇକୋର୍ଟ ଜଷ୍ଟିସଙ୍କ ଯାଞ୍ଚରେ ଧରାପଡିଥିଲା ଅବ୍ୟବସ୍ଥା, କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ।

Leave a Reply

Your email address will not be published. Required fields are marked *