ପୁରୀ ଦିଗବାରେଣି ସମ୍ମୁଖ ବେଳାଭୂମିରୁ ଅଚେତ ଅବସ୍ଥାରେ ଜଣେ ଯୁବକ ଉଦ୍ଧାର, ଲାଇଫଗାର୍ଡ ସଦର ହସ୍ପିଟାଲକୁ ସ୍ଥାନାନ୍ତରିତ, ପାଟିରୁ ଫେଣ ବାହାରୁଥିବାରୁ ବିଶାକ୍ତ ଦ୍ରବ୍ୟ ଖାଇଥିବା ସନ୍ଦେହ, ଅସୁସ୍ଥ ଯୁବକଙ୍କ ପରିଚୟ ଅସ୍ପଷ୍ଟ, ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା

Leave a Reply

Your email address will not be published. Required fields are marked *