State କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାକୁ ଅନୁମତି December 28, 2021December 28, 2021 Jayaprada samantaray 0 Comments କୋଭିଡ ବିରୋଧୀ ଲଢ଼େଇ ପାଇଁ ଆଉ ଦୁଇଟି ଟିକାକୁ ମିଳିଲା ମଞ୍ଜୁରୀ, କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି । ଉଭୟ ଟିକାକୁ CDSCOର ଅନୁମତି ମିଳିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ।