କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାକୁ ଅନୁମତି

କୋଭିଡ ବିରୋଧୀ ଲଢ଼େଇ ପାଇଁ ଆଉ ଦୁଇଟି ଟିକାକୁ ମିଳିଲା ମଞ୍ଜୁରୀ, କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି । ଉଭୟ ଟିକାକୁ CDSCOର ଅନୁମତି ମିଳିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ।

Leave a Reply

Your email address will not be published. Required fields are marked *