ଆଉ ୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟନ୍ତ୍ରୀଙ୍କ କଡା ଆଭିମୁଖ୍ୟ। ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର | ପୋଲିସ ଡିଏସପି, ଇନ୍ସପେକ୍ଟର ଓ OAS ଅଫିସର, ୨ଜଣ ମ୍ୟୁନିସିପାଲିଟି ଏକ୍ସିକ୍ୟୁଟିଭ ଅଫିସରଙ୍କୁ ଚାକିରିରୁ ବିଦା।ଏପର୍ଯ୍ୟନ୍ତ ମୋଟ ୧୫୧ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ14News18 Odia@News18Odia·32mକଳାହାଣ୍ଡି IUCAW ଡି.ଏସ୍.ପି ରବିନ୍ଦ୍ର ସେଠୀ, ବଣାଇ ପୂର୍ବତନ ତହସିଲଦାର ସୁଶୀଲ କୁଜୁର, ବଙ୍ଗମୁଣ୍ଡା ପୋଲିସ ଇନ୍ସପେକ୍ଟର ବିନୋଦ ବିହାରୀ ନାୟକ, କରଞ୍ଜିଆ NAC ପୂର୍ବତନ ଏକ୍ସିକ୍ୟୁଟିଭ ଅଫିସର ବିଜୟକୃଷ୍ଣ ନାୟକ, ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ

Leave a Reply

Your email address will not be published. Required fields are marked *