ଆସନ୍ତା ୧୩ ତାରିଖରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, କୋଭିଡ୍ କଟକଣାରେ ବିନା ଭକ୍ତରେ ହେବ ଛତର ଯାତ୍ରା, ଯାତ୍ରା ସମୟରେ ଭବାନୀପାଟଣାରେ ୧୪୪ ଧାରା ଜାରି ହେବ, ୧୨ ତାରିଖ ରାତି ୮ଟାରୁ ୧୩ ତାରିଖ ଦିନ ୧୨ ଯାଏଁ ୧୪୪ ଜାରି ହେବ, ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ

Leave a Reply

Your email address will not be published. Required fields are marked *