ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୬୬ଟି ନୂଆ କରୋନା ରୋଗ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୨୧୪ ରୋଗୀଙ୍କର ମୃତ୍ୟୁ ଘଟିଛି

କରୋନାର ନୂତନ ରୋଗ ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ୫୩ ହଜାର ୪୭୫କୁ ବୃଦ୍ଧି ପାଇଛି, ରାଜ୍ୟରେ ଆଉ ୬୫୨ କୋରୋନା ଆକ୍ରାନ୍ତ ଚିହ୍ନଟ, ସେମାନଙ୍କ ମଧ୍ୟରୁ ୯୨ ଜଣ ୧୮ ବର୍ଷରୁ କମ୍, ସଂଗରୋଧରୁ ୩୮୦ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୭୨ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଳକ୍ଷ ୩୧ ହଜାର ୬୯୬କୁ ବୃଦ୍ଧି, ରାଜ୍ୟରେ ସୁସ୍ଥ ହେଲେଣି ୧୦ ଲକ୍ଷ ୧୮ ହଜାର ୩୧୧ ଆକ୍ରାନ୍ତ, ୫ ହଜାର ୮୩ କୋରୋନା ଆକ୍ରାନ୍ତ ଏବେ ଚିକିତ୍ସାଧୀନ, ଖୋର୍ଦ୍ଧାରୁ ସର୍ବାଧିକ ୩୩୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ୭୦, ମୟୂରଭଞ୍ଜ ୨୯, କେନ୍ଦ୍ରାପଡ଼ା ୨୬, ବାଲେଶ୍ବର ୧୯, ଜଗତସିଂହପୁର ୧୫, ସୁନ୍ଦରଗଡ଼ ୧୫, ପୁରୀ ୧୪, ଯାଜପୁର ୧୦, ସମ୍ବଲପୁର ୧୦, ଭଦ୍ରକ ୭, ଗଜପତି ୬, ନୟାଗଡ଼ ୬, ଗଞ୍ଜାମ ୬, ବରଗଡ଼ ୩, ବଲାଙ୍ଗିର ୩, ରାୟଗଡ଼ା ୨, ଅନୁଗୁଳ ୧, ଦେବଗଡ଼ ୧, ଡେଙ୍କାନାଳ ୧, ଝାରସୁଗୁଡ଼ା ୧, କୋରାପୁଟ ୧, ନୂଆପଡ଼ା ୧, ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ।

Leave a Reply

Your email address will not be published. Required fields are marked *