ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗଣମାଧ୍ୟମକୁ ମମିତାଙ୍କ ବାପା ସୁଚନ୍ଦ୍ର ମେହେରଙ୍କ ପ୍ରତିକ୍ରିୟା; ପୋଲିସ ତଦନ୍ତରେ ଆମେ ସନ୍ତୁଷ୍ଟ । ଆସାମୀ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଥିବାରୁ ଆମେ ଖୁସି । ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯାଉ; ଝିଅର ମୃତ୍ୟୁକୁ ନେଇ ରାଜନୀତି କରାନଯାଉ’ ।

Leave a Reply

Your email address will not be published. Required fields are marked *