କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ନାତୁଣୀଙ୍କ ମୃତଦେହ ଉଦ୍ଧାର | ବେଙ୍ଗଳୁରୁର ଏକ ଘରୋଇ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିବା ସନ୍ଦେହ | ମୃତ ସୌନ୍ଦର୍ଯ୍ୟାଙ୍କର ଏକ ୯ ମାସର ଶିଶୁ ଥିବା ସୂଚନା, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ବେଙ୍ଗଳୁରୁ ପୋଲିସର ତଦନ୍ତ ଜାରି |

Leave a Reply

Your email address will not be published. Required fields are marked *