

- କେନ୍ଦୁଝରର ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ୨୭ ଜଣଙ୍କୁ ଗିରଫ କଲା ଘଟଗାଁ ବନ ବିଭାଗ ।
- ଆଜି ଦିଲ୍ଲୀରେ ବରିଷ୍ଠ ବିଜେପି ନେତାଙ୍କୁ ଭେଟିବେ ପଞ୍ଜାବର ପୂର୍ବତନ CM ଅମରିନ୍ଦର ସିଂହ, ବିଜେପି ସହ ନିର୍ବାଚନୀ ମେଣ୍ଟ ନେଇ ହୋଇପାରେ ଆଲୋଚନା । କ୍ୟାପଟେନ ଅମରିନ୍ଦର ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସ ଦଳକୁ ମିଳିପାରେ ୨୦-୨୫ଟି ଆସନ ।