65 କୋଟି ଟଙ୍କାର ହେରୋଇନ ଜବତ ଘଟଣାର ମାଷ୍ଟରମାଇଣ୍ଡ ଲାଲନ ଶାହା ଜଳେଶ୍ବରରୁ ଗିରଫ

ପଶ୍ଚିମବଙ୍ଗ ବର୍ଦ୍ଧମାନରେ 65 କୋଟି ଟଙ୍କାର ହେରୋଇନ ଜବତ ଘଟଣାରେ ଜଳେଶ୍ବରରୁ ଗିରଫ ହେଲା ମାଷ୍ଟର ମାଇଣ୍ଡ ଲାଲନ ଶାହା । ଜଳେଶ୍ବର ପୋଲିସ ସହାୟତାରେ ଲାଲନକୁ ଗିରଫ କଲା ପଶ୍ଚିମବଙ୍ଗ STF | ପୂର୍ବରୁ ଗିରଫ ହୋଇଥିଲେ ଲାଲନର ୨ ଓଡ଼ିଆ ସହଯୋଗୀ | ଜଳେଶ୍ବରର ପ୍ରତିଷ୍ଠିତ ମାଛ ବ୍ୟବସାୟୀ ଲାଲନ ଶାହା । ଓଡିଶା ଓ ପଶ୍ଚିମବଙ୍ଗରେ ବହୁ ଚତୁରତାର ସହ ଚଲାଇଥିଲା କାରବାର | ପୂର୍ବରୁ ଜବତ ହୋଇଛି ୧୫ କେଜି ହେରୋଇନ | ଅନ୍ତଃରାଜ୍ୟ ବ୍ରାଉନସୁଗାର କାରବାରରେ ଲାଲନj ମୁଖ୍ୟ ଭୂମିକା ଥିବା ସୂଚନା

Leave a Reply

Your email address will not be published. Required fields are marked *