

- ଓଡ଼ିଶା ପୋଲିସର DSP ପଦରେ ଯୋଗ ଦେଲେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା | ଟ୍ବିଟ କରି ସୂଚନା ଦେଲା ଓଡ଼ିଶା ପୋଲିସ| ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତି ଥିଲେ ବୀରେନ୍ଦ୍ର। ରାଜ୍ୟ ସରକାର ପୁରସ୍କାର ସହ ଡିଏସ୍ପି ଚାକିରି ନେଇ ଦେଇଥିଲେ ପ୍ରତିଶ୍ରୁତି
- ସୁନାବେଡ଼ା NACର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି।
୫ DSP, ୮ ଇନ୍ସପେକ୍ଟର ଚଢ଼ାଉ ସାମିଲ। ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟର ୬ଟି ସ୍ଥାନରେ ଚଢ଼ାଉ ଜାରି