Fast News କୁମ୍ଭମେଳାରେ ବୁଡ଼ ପକାଇଲେଣି ୫୫.୫୬ କୋଟି ଶ୍ରଦ୍ଧାଳୁ February 19, 2025February 19, 2025 Sai Sudha 0 Comments ୟୁପି: ପ୍ରୟାଗରାଜରେ ତ୍ରିବେଣୀ ସଂଗମରେ ଆଜି ବୁଡ଼ ପକାଇଲେ ୧.୨୬ କୋଟି ଶ୍ରଦ୍ଧାଳୁ | ଏଯାଏ କୁମ୍ଭମେଳାରେ ବୁଡ଼ ପକାଇଲେଣି ୫୫.୫୬ କୋଟି ଶ୍ରଦ୍ଧାଳୁ |