

- ICJS ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡ଼ିଶା ପୋଲିସକୁ NCRB ପକ୍ଷରୁ ମିଳିଲା ପ୍ରଥମ ପୁରସ୍କାର | CCTNS ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା | SCRB ଓ SFSLକୁ ଶୁଭେଚ୍ଛା ଜଣାଇଥିଲେ DGP ଅଭୟ
- ୨୧ ବର୍ଷ ପୂର୍ବରୁ ଝିଅଙ୍କୁ ମିଳିବନି ବିବାହ ଅନୁମତି | ଦେଶରେ ଯୁବତୀଙ୍କ ବିବାହ ବୟସ ୧୮ରୁ ୨୧ ବର୍ଷକୁ ବୃଦ୍ଧି ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରି ସୂଚନା।
ଧର୍ମ ଓ ଜାତି ନିର୍ବିଶେଷରେ ଦେଶର ସବୁ ଝିଅଙ୍କ ପାଇଁ ଲାଗୁ ହେବ ନିୟମ। ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ରେ ଖୁବ୍ ଶୀଘ୍ର ହେବ ସଂଶୋଧନ