କଣ୍ଟାବାଞ୍ଜିରେ ରାଞ୍ଚି ଅଞ୍ଚଳର ନିଖୋଜ ବ୍ୟକ୍ତିଙ୍କ କଙ୍କାଳ ! ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ନର କଙ୍କାଳ ଜବତ

ବଲାଙ୍ଗିର କଣ୍ଟାବାଞ୍ଜି ଡାବରି ଗାଁରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ନର କଙ୍କାଳ ଜବତ | ରାଞ୍ଚି ସାକରା ଗାଁର ଲତିଫ ଅଲି ଅନସାରୀ ନିଖୋଜ ମାମଲାରେ ତଦନ୍ତ ବେଳେ ଜବତ | ଜବତ କଙ୍କାଳ ଲତିଫ ଅଲିଙ୍କର କି ନୁହେଁ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

Leave a Reply

Your email address will not be published. Required fields are marked *