ମୋଦିଙ୍କ ଘୋଷଣାକୁ ନବୀନଙ୍କ ସ୍ବାଗତ

କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବାଗତ, ଦେଶ ଓ କୃଷକଙ୍କ ହିତରେ ମୋଦିଜୀ ଏହି ନିଷ୍ପତ୍ତି ନେଇଛନ୍ତି, ଆନ୍ଦୋଳନରତ କୃଷକଙ୍କ ସ୍ବାଗତ ପାଇଁ କ୍ଷେତ ଓ ପରିବାର ଚାହିଁ ବସିଛନ୍ତି, ବିଜେଡି ସବୁବେଳେ କୃଷକଙ୍କୁ ସମର୍ଥନ କରି ଆସିଛି: ନବୀନ

Leave a Reply

Your email address will not be published. Required fields are marked *