ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ | AICC ସଭାପତିଙ୍କ ପାଖକୁ ହାତଲେଖା ଇସ୍ତଫାପତ୍ର ପଠାଇଲେ ସିଦ୍ଧୁ | ଗତକାଲି ୫ଟି ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ କହିଥିଲେ ସୋନିଆ ଗାନ୍ଧି। ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡର PCC ସଭାପତିଙ୍କୁ କହିଥିଲେ |

Leave a Reply

Your email address will not be published. Required fields are marked *