

- ପାରାଦୀପ ଢିଙ୍କିଆରେ ଠେଲାପେଲା ସହ ପୁଣି ଉତ୍ତେଜନା, ୨ ଗୋଷ୍ଠୀ ମୁହାଁମୁହିଁ । ହାଇକୋର୍ଟର ୫ ଜଣିଆ କମିଟିର ଗସ୍ତ ବେଳେ ଉତ୍ତେଜନା, ହାଇକୋର୍ଟ କମିଟି ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ବି ଠେଲା ପେଲା, ଜଣେ ଶିଳ୍ପ ବିରୋଧୀ ନେତାଙ୍କୁ ମଧ୍ୟ ମାଡ଼ ଅଭିଯୋଗ ।
- ବିଶିଷ୍ଟ ସାମ୍ବାଦିକ ତଥା ଇଣ୍ଡିଆନ୍ ଏକ୍ସପ୍ରେସ ଜାତୀୟ ବ୍ୟୁରୋ ମୁଖ୍ୟ ରବିଶ ତିୱାରୀଙ୍କ ୪୦ ବର୍ଷ ବୟସରେ ପରଲୋକ