ମୁମ୍ବାଇରେ ହଟିଲା ନାଇଟ୍‌ କର୍ଫ୍ୟୁ ; ୫୦% ଦର୍ଶକ ଓ ଗ୍ରାହକଙ୍କୁ ନେଇ ଚାଲିବ ଥିଏଟର ଓ ରେସ୍ତୋରାଁ

ମୁମ୍ବାଇରେ ହଟିଲା ନାଇଟ୍‌ କର୍ଫ୍ୟୁ | କ୍ଷମତାର ୫୦% ଦର୍ଶକ ଓ ଗ୍ରାହକଙ୍କୁ ନେଇ ଚାଲିବ ଥିଏଟର ଓ ରେସ୍ତୋରାଁ । ସାପ୍ତାହିକ ବଜାର ଓ ପର୍ଯ୍ୟଟନ ସ୍ଥଳୀ ସ୍ବାଭାବିକ ଭାବେ ଚାଲିବ । ୨୫% ଦର୍ଶକଙ୍କୁ ନେଇ ହୋଇପାରିବ ଘୋଡ଼ା ଦୌଡ଼ ପ୍ରତିଯୋଗିତା । ବିବାହ ଉତ୍ସବରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ।

Leave a Reply

Your email address will not be published. Required fields are marked *