ରାଜ୍ୟରେ ଦିନକରେ ଆଉ ୩ ହଜାର ୪୫୦ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୨,୦୧୨ ଓ ସ୍ଥାନୀୟ ଅଞ୍ଚଳରୁ ୧,୪୩୮ ରୋଗୀ ଚିହ୍ନଟ | ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୩୬ ଜଣ | ସୁସ୍ଥ ହେଲେଣି ୧୨ ଲକ୍ଷ ୦୯ ହଜାର ୩୧୩ ଜଣ ରୋଗୀ | ୩୭ ହଜାର ୭୬୨ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *