ଶାନ୍ତି ପାଇଁ ନୋବେଲ ପୁରସ୍କାର ବିଜେତା ଡେସମଣ୍ଡ ଟୁଡୁଙ୍କ ୯୦ ବର୍ଷ ବୟସରେ ପରଲୋକ | ଦକ୍ଷିଣ ଆଫ୍ରିକାରେ ରଙ୍ଗ ଭେଦଭାବ ବିରୋଧରେ ଲଢ଼ିଆସୁଥିଲେ ଡେସମଣ୍ଡ

ରଙ୍ଗ ଭେଦଭାବ ବିରୋଧର ପ୍ରତିକ ନୋବେଲ ବିଜେତା ଡେସମଣ୍ଡ ଟୁଡୁଙ୍କ ୯୦ ବର୍ଷ ବୟସରେ ପରଲୋକ | ଡେସମଣ୍ଡ ଟୁଡୁଙ୍କ ମୃତ୍ୟୁ ନେଇ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସୂଚନା । ୧୯୮୪ରେ ଶାନ୍ତି ପାଇଁ ଡେସମଣ୍ଡ ଟୁଡୁଙ୍କୁ ମିଳିଥିଲା ନୋବେଲ ପୁରସ୍କାର

Leave a Reply

Your email address will not be published. Required fields are marked *