ଓକାକ୍ CEOଙ୍କ ହ୍ବାଟ୍ସଆପ୍ ହ୍ୟାକ୍ କରି ଠଙ୍କା ହଡ଼ପ କରିବା ଘଟଣା

ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ବାଟ୍ସ ଆପ୍ ହ୍ୟାକ୍ ଘଟଣାରେ ଅଭିଯୁକ୍ତ ଚିହ୍ନଟ, ଅଭିଯୁକ୍ତ ଜଣକ ବେଙ୍ଗଳୁରୁରେ ରହି ହ୍ୟାକ୍ କରିଥିବା ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା, ଅଭିଯୁକ୍ତକୁ ଧରିବା ପାଇଁ ଦିଲ୍ଲୀ ପୋଲିସର ସାଇବର ୟୁନିଟ୍ ସହ ଯୋଗାଯୋଗ କରାଯାଉଛି, ଖୁବ୍ ଶୀଘ୍ର କାଇମବ୍ରାଞ୍ଚର ଏକ ଟିମ୍ ବେଙ୍ଗଳୁରୁ ଯିବ, ହ୍ୟାକ୍ ଘଟଣାର ଅଭିଯୁକ୍ତର ନାଇଜେରିଆ ଲିଙ୍କ୍ ମଧ୍ୟ ସ୍ପଷ୍ଟ ହୋଇଛି

Leave a Reply

Your email address will not be published. Required fields are marked *