ହାଇବ୍ରିଡ୍ ମୋଡ୍‌ରେ ଚାଲିବ ଓଡ଼ିଶା ହାଇକୋର୍ଟ | ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ ଚାଲିବା ପାଇଁ ନିଷ୍ପତ୍ତି । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ । ଫେବ୍ରୁଆରି ୭ରୁ ହାଇକୋର୍ଟରେ ଲାଗୁ ହେବ ଏହି ବ୍ୟବସ୍ଥା । ଜାନୁଆରି ୧୦ରୁ ଫେବୃଆରି ୪ ପର୍ଯ୍ୟନ୍ତ କେବଳ ଭିସିରେ ଚାଲୁଥିଲା |

Leave a Reply

Your email address will not be published. Required fields are marked *