ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା । OCA ସଂପାଦକ ସଞ୍ଜୟ ବେହେରାଙ୍କ ସୂଚନା । ବାରବାଟୀ ମ୍ୟାଚ୍‌ ନେଇ BCCI ଦେଇଛି ସହମତି । BCCI ସଭାପତିଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇଛି । ଜୁନ୍‌ ମାସରେ ଖେଳାଯିବ ଭାରତ-ଦକ୍ଷିଣଆଫ୍ରିକା T 20 ମ୍ୟାଚ୍‌ |

Leave a Reply

Your email address will not be published. Required fields are marked *