ଆଜିଠୁ ଜାନୁଆରି ୨୫ ଯାଏ ବନ୍ଦ ରହିବ ଓଡ଼ିଶା ମାନବାଧିକାର ଆୟୋଗ | ଆୟୋଗର କିଛି ଅଧିକାରୀ ଓ କର୍ମଚାରୀ କୋଭିଡ ପଜିଟିଭ୍‌ ହେବା ପରେ ନିଷ୍ପତ୍ତି | କେବଳ ଅତି ଜରୁରୀ ମାମଲାଗୁଡ଼ିକର ବିଚାର ହେବ, ଆବେଦକମାନେ ohrc@nic.in ଠିକଣାରେ ଇମେଲ କରିପାରିବେ , ୯୪୩୭୦-୯୨୬୩୨ ମୋବାଇଲ୍‌ ନମ୍ବରକୁ ମଧ୍ୟ ଯୋଗାଯୋଗ କରିହେବ |

ଆଜିଠୁ ଜାନୁଆରି ୨୫ ଯାଏ ବନ୍ଦ ରହିବ ଓଡ଼ିଶା ମାନବାଧିକାର ଆୟୋଗ | ଆୟୋଗର କିଛି ଅଧିକାରୀ ଓ କର୍ମଚାରୀ କୋଭିଡ ପଜିଟିଭ୍‌ ହେବା ପରେ ନିଷ୍ପତ୍ତି | କେବଳ ଅତି ଜରୁରୀ ମାମଲାଗୁଡ଼ିକର ବିଚାର ହେବ, ଆବେଦକମାନେ ohrc@nic.in ଠିକଣାରେ ଇମେଲ କରିପାରିବେ; ୯୪୩୭୦-୯୨୬୩୨ ମୋବାଇଲ୍‌ ନମ୍ବରକୁ ମଧ୍ୟ ଯୋଗାଯୋଗ କରିହେବ |

Leave a Reply

Your email address will not be published. Required fields are marked *