

- ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ
- ଜର୍ମାନୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତିନିଦିନିଆ ୟୁରୋପ ଗସ୍ତରେ ଥିବା ମୋଦି ପ୍ରଥମେ ଜର୍ମାନୀରେ ପହଞ୍ଚିଛନ୍ତି । ଆଜି ଜର୍ମାନ ବର୍ଲିନରେ ଚାନ୍ସେଲର ଓଲାଫ ସ୍କୋଲ୍ଚଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।