୧୯ ତାରିଖରେ ଶ୍ରୀଜିଉଙ୍କର ମାତ୍ର ୩ ଘଣ୍ଟା ନବଯୌବନ ଦର୍ଶନ । ସକାଳ ୮ଟାରୁ ୯ଟା ଯାଏ ପାରମାଣିକ ଦର୍ଶନ ବ୍ୟବସ୍ଥା ରହିବ । ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ସ୍ଥିର କରାଯାଇଛି, ଦକ୍ଷିଣ ଦ୍ବାର ଦେଇଯିବେ । ୯ଟାରୁ ୧୧ଟା ସାହାଣମେଲା ଦର୍ଶନ କରିପାରିବେ ଭକ୍ତ । ତେବେ ଦିନ୧୧ଟାରୁ ଦର୍ଶନ ବନ୍ଦ ରହିବ ।

ପୁରୀ: ୧୯ ତାରିଖରେ ଶ୍ରୀଜିଉଙ୍କର ମାତ୍ର ୩ ଘଣ୍ଟା ନବଯୌବନ ଦର୍ଶନ । ସକାଳ ୮ଟାରୁ ୯ଟା ଯାଏ ପାରମାଣିକ ଦର୍ଶନ ବ୍ୟବସ୍ଥା ରହିବ । ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ସ୍ଥିର କରାଯାଇଛି, ଦକ୍ଷିଣ ଦ୍ବାର ଦେଇଯିବେ । ୯ଟାରୁ ୧୧ଟା ସାହାଣମେଲା ଦର୍ଶନ କରିପାରିବେ ଭକ୍ତ । ତେବେ ଦିନ୧୧ଟାରୁ ଦର୍ଶନ ବନ୍ଦ ରହିବ । ପ୍ରେସମିଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ।

Leave a Reply

Your email address will not be published. Required fields are marked *