କଟକରେ ଜୋର ଧରିଲା ମାଞ୍ଜା ସୂତା ଧରପଗଡ଼ ଅଭିଯାନ, ବେଆଇନ ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ୧୫ ଜଣଙ୍କୁ ନୋଟିସ ।

କଟକରେ ଜୋର ଧରିଲା ମାଞ୍ଜା ସୂତା ଧରପଗଡ଼ ଅଭିଯାନ, ବେଆଇନ ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ୧୫ ଜଣଙ୍କୁ ନୋଟିସ । ବିପୁଳ ପରିମାଣର ମାଞ୍ଜା ସୂତା, ସହ ଗୁଡ଼ି ଓ ନଟେଇ ଜବତ, ସହରର ବିଭିନ୍ନ ଗୋଦାମରେ ଚଢ଼ାଉ କରୁଛି ପୋଲିସ, କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା, ୪ଟି ମାମଲା ରୁଜୁ ହୋଇଛି, ୧୫ ଜଣଙ୍କୁ ନୋଟିସ ହୋଇଛି

Leave a Reply

Your email address will not be published. Required fields are marked *