ଭିଜିଲାନ୍ସ ଜାଲରେ କଟକ ସଦର ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂ୍ୟାଁ

କଟକ: ଭିଜିଲାନ୍ସ ଜାଲରେ କଟକ ସଦର ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂ୍ୟାଁ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସର ଚଢ଼ଉ । ଭୁବନେଶ୍ୱରର ୨ଟି ଓ କଟକ ସ୍ଥିତ ବାସଭବନରେ ଚଢ଼ଉ ଜାରି । ରେଡ୍‌ରେ ୩ DSP, ୪ ଇନ୍‌ସ୍ପେକ୍ଟର ସାମିଲ |

Leave a Reply

Your email address will not be published. Required fields are marked *