

- ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ବରେ ଆସିବ ଟିମ୍ । ଲଗାଣ ବର୍ଷା କ୍ଷୟକ୍ଷତିର ଆକଳନ କରିବ ୩ଟି କେନ୍ଦ୍ରୀୟ ଟିମ୍ । ୧୩ ତାରିଖ ଯାଏ ଓଡ଼ିଶାରେ ରହି କ୍ଷୟକ୍ଷତି ଆକଳନ କରିବ କେନ୍ଦ୍ରୀୟ ଟିମ୍ | ଗଞ୍ଜାମ, ପୁରୀ, ଜଗତସିଂହପୁର,ଯାଜପୁର, କଟକ ଏବଂ କେନ୍ଦ୍ରାପଡ଼ାରେ କ୍ଷୟକ୍ଷତିର ଆକଳନ କରିବ ୩ଟି କେନ୍ଦ୍ରୀୟ ଟିମ୍
- ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗରେ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କଲା ପୋଲିସ