ଦେଶବାସୀଙ୍କୁ ଆଜି ସନ୍ଧ୍ୟାରେ ସମ୍ବୋଧନ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ଖାନ ସରକାର ବିରୋଧରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ | ଆସନ୍ତାକାଲି ନ୍ୟାସନାଲ ଆସେମ୍ବ୍ଲିରେ ପ୍ରସ୍ତାବ ଉପରେ ଚର୍ଚ୍ଚା । ଏପ୍ରିଲ ୪ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଭୋଟ୍‌ |

Leave a Reply

Your email address will not be published. Required fields are marked *