ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନର ପ୍ରଥମ ଦିନରେ ନାମାଙ୍କନ କଲେ ୮ ହଜାର ୭୭୨ ପ୍ରାର୍ଥୀ | ୭୧୧୬ ୱାର୍ଡ ମେମ୍ବର, ୧ ହଜାର ୧୨୨ ସରପଞ୍ଚ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ | ସମିତି ସଭ୍ୟ ପାଇଁ ୫୧୨ ଏବଂ ଜିଲ୍ଲା ପରିଷଦ ପାଇଁ ୨୨ ଜଣ ଦାଖଲ କଲେ ପ୍ରାର୍ଥିପତ୍ର | ରାଜ୍ୟ ନିର୍ବାଚନ ଆୟୋଗ ସଚିବଙ୍କ ସୂଚନା

Leave a Reply

Your email address will not be published. Required fields are marked *