ଆଜିଠୁ କଟକ SCB ମେଡିକାଲ କଲେଜର ପ୍ଲାଟିନମ ଜୁବିଲି

ଆଜିଠୁ କଟକ SCB ମେଡିକାଲ କଲେଜର ପ୍ଲାଟିନମ ଜୁବିଲି | ଆଜି ସଂଧ୍ୟାରେ ଉତ୍ସବକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ | ଆସନ୍ତାକାଲି ଉତ୍ସବରେ ଯୋଗଦେବେ ରାଜ୍ୟପାଳ ଗଣେଶୀ ଲାଲ | SCB ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ସୂଚନା

Leave a Reply

Your email address will not be published. Required fields are marked *