ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ପଇତାଲାଗି ନୀତି ପାଇଁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ । ଆସନ୍ତାକାଲି ସକାଳ ୭ଟାରେ ଆରମ୍ଭ ହେବ ଦର୍ଶନ ।

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ପଇତାଲାଗି ନୀତି । ମଧ୍ୟାହ୍ନ ଧୂପ ପରେ ଗର୍ଭଗୃହରେ ହେବ ଗୁପ୍ତନୀତି । ଗୁପ୍ତନୀତି ପାଇଁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ । ଆସନ୍ତାକାଲି ସକାଳ ୭ଟାରେ ଆରମ୍ଭ ହେବ ଦର୍ଶନ ।

Leave a Reply

Your email address will not be published. Required fields are marked *