ପୁରୀ: ଏଥର ବର୍ଷ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଦଇତାପତି ନିଯୋଗ ସହ ଆଲୋଚନା ପରେ ନିଷ୍ପତ୍ତି । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ରାତି ଗୋଟାଏରୁ ଏଥର ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡି ନୀତି |

Leave a Reply

Your email address will not be published. Required fields are marked *