

- କେନ୍ଦ୍ରାପଡ଼ା: ବାଲି ଅତଡ଼ା ଧସି ୨ ନାବାଳକଙ୍କ ମୃତ୍ୟୁ । ଦୁଇ ନାବାଳକଙ୍କ ବୟସ ୯ ଓ ୧୨ ବର୍ଷ ସୂଚନା | ସଦର ଥାନା ମଗୁରପଣ୍ଡ ପାଟଣା ଗାଁରେ ଅଭାବନୀୟ ଘଟଣା । ବାଲି ଗଦା ସ୍ଥାନରେ ଖେଳୁଥିବା ସମୟରେ ଅତଡ଼ା ଧସିବାରୁ ତଳେ ଚାପି ହୋଇଯାଇଥିଲେ ୨ ନାବାଳକ |
- ଇଡିରେ ହାଜର ହେବାକୁ ୩ ସପ୍ତାହ ସମୟ ମାଗିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି | ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆଙ୍କୁ ହାଜର ପାଇଁ ସମନ କରିଥିଲା ଇଡି । କୋରୋନାରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା କହିଲେ ସୋନିଆ |