State ଆଜି ଠାରୁ ଆରମ୍ଭ ହେଲା ଭୁବନେଶ୍ବର ବିମାନବନ୍ଦରରେ RT-PCR ଟେଷ୍ଟ January 7, 2022January 7, 2022 Jayaprada samantaray 0 Comments ଭୁବନେଶ୍ବର: ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ | ବିମାନବନ୍ଦରର ୪ଟି କାଉଣ୍ଟରରେ କରାଯାଉଛି କୋଭିଡ ପରୀକ୍ଷା |ପଜିଟିଭ୍ ଚିହ୍ନଟ ହେଲେ ଫୋନ୍ରେ ଦିଆଯିବ ସୂଚନା, ସଙ୍ଗରୋଧରେ ରଖାଯିବ |