ସଜ୍ଜନ ଜିନ୍ଦଲ ବିଶ୍ବ ଇସ୍ପାତ ସଂଘର ନୂଆ ଅଧ୍ୟକ୍ଷ ନିର୍ବାଚିତ ।

ସଜ୍ଜନ ଜିନ୍ଦଲ ବିଶ୍ବ ଇସ୍ପାତ ସଂଘର ନୂଆ ଅଧ୍ୟକ୍ଷ ନିର୍ବାଚିତ । JSW ଷ୍ଟିଲ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ସଜ୍ଜନ ଜିନ୍ଦଲ । ବିଶ୍ବ ଇସ୍ପାତ ସଂଘର ଅଧ୍ୟକ୍ଷ ହେବାରେ ସଜ୍ଜନ ପ୍ରଥମ ଭାରତୀୟ । ୨୦୨୧-୨୨ ବର୍ଷ ପାଇଁ ଦାୟିତ୍ବ ତୁଲାଇବେ ସଜ୍ଜନ । ବେଲ୍‌ଜିୟମର ବ୍ରସେଲ୍‌ସରେ ୧୯୬୭ରେ ସ୍ଥାପିତ ହୋଇଥିଲା WSA ।

Leave a Reply

Your email address will not be published. Required fields are marked *