ପୁରୀ ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ ଘଟଣା | ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ଡିଜିପି ଅଭୟ | ଡିଜିପିଙ୍କ ନିର୍ଦେଶ ପରେ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କଲା କ୍ରାଇମବ୍ରାଞ୍ଚ | ଜଣେ ASPଙ୍କ ନେତୃତ୍ବରେ ଆଜି ବ୍ରହ୍ମଗିରିରେ ତଦନ୍ତ ଆରମ୍ଭ କରିବ | ଟିମ୍‌ବ୍ୟକ୍ତିଗତ ସଚିବ ଚିତ୍ତରଞ୍ଜନ ପଲାଇଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା | ଗତକାଲି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ଚିତ୍ତରଞ୍ଜନଙ୍କ ପରିବାର |

ପୁରୀ ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ ଘଟଣା | ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ଡିଜିପି ଅଭୟ | ଡିଜିପିଙ୍କ ନିର୍ଦେଶ ପରେ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କଲା କ୍ରାଇମବ୍ରାଞ୍ଚ | ଜଣେ ASPଙ୍କ ନେତୃତ୍ବରେ ଆଜି ବ୍ରହ୍ମଗିରିରେ ତଦନ୍ତ ଆରମ୍ଭ କରିବ | ଟିମ୍‌ବ୍ୟକ୍ତିଗତ ସଚିବ ଚିତ୍ତରଞ୍ଜନ ପଲାଇଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା | ଗତକାଲି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ଚିତ୍ତରଞ୍ଜନଙ୍କ ପରିବାର

Leave a Reply

Your email address will not be published. Required fields are marked *