- ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ ସର୍ବଦଳୀୟ ବୈଠକ ପରେ ମୁଲତବୀ କଲେ ବାଚସ୍ପତି |
- ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏୟାରସୁବିଧା ଆପକୁ ବାଧ୍ୟତାମୂଳକ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଡିସେମ୍ବର ୧ ରୁ ୫ ମଧ୍ୟରେ ବିଦେଶରୁ ଭାରତ ଫେରିଥିବା ୨ ଲକ୍ଷ ୫୧ ହଜାର ୨୧୦ ଯାତ୍ରୀ ଏୟାରସୁବିଧା ଆପର ସହାୟତା ନେଇଛନ୍ତି |