କଟକରେ ବିଲ୍‌ଡରଙ୍କୁ ଆକ୍ରମଣ କରି ଲେଡି ଡନ୍ ମାନସୀ ନାୟକ ଗିରଫ

କଟକରେ ବିଲ୍‌ଡରଙ୍କୁ ଆକ୍ରମଣ କରି ଲେଡି ଡନ୍ ମାନସୀ ନାୟକ ଗିରଫ
ଅଭିଯୁକ୍ତ ଯୁବତୀ ମାନସୀ ନାୟକଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ
ଗତ ୧୯ ତାରିଖରେ ଆକ୍ରମଣ ହୋଇଥିବାର
ଅଭିଯୋଗ କରିଥିଲେ ସମ୍ପୃକ୍ତ ବିଲ୍‌ଡର

ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ସକିଲର ସହଯୋଗୀ ମାନସୀ ୨୦୧୪ ମସିହାରେ ଏକ ହତ୍ୟା ମାମଲାରେ ବି ଗିରଫ ହୋଇଥିଲେ

Loading

Leave a Reply

Your email address will not be published. Required fields are marked *