

- ମେ ୫ ତାରିଖରେ ବସିବ ପ୍ରଥମ ରଥଯାତ୍ରା ସମନ୍ବୟ କମିଟି ବୈଠକ । ପୁରୀ ପୌର ସଦନରେ ବସିବ ବୈଠକ । ଶୃଙ୍ଖଳିତ ରଥଯାତ୍ରା ନେଇ ହେବ ଆଲୋଚନା | କୋରୋନା ପାଇଁ ୨ବର୍ଷ ଧରି ବିନା ଭକ୍ତରେ ହୋଇଛି ରଥଯାତ୍ରା । କୋଭିଡ ସ୍ଥିତିକୁ ଦେଖି ଭକ୍ତଙ୍କ ଉପସ୍ଥିତି ନେଇ ହେବ ନିଷ୍ପତ୍ତି: ପୁରୀ ଜିଲ୍ଲାପାଳ |
- ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ପ୍ରସଙ୍ଗ : ଆସନ୍ତାକାଲି ଅନୁଧ୍ୟାନ ପାଇଁ ଆସିବେ ASI ଟିମ୍ । ମେ ୯ ତାରିଖରେ ହାଇକୋର୍ଟରେ ଅଛି ଶୁଣାଣି, ତାପୂର୍ବରୁ ASI ଦାଖଲ କରିବ ରିପୋର୍ଟ | କମିଟିରେ ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାର, ASI ବୈଷୟିକ ଟିମ୍, ଅନୁଧ୍ୟାନ ପରେ ହେବ ରିପୋର୍ଟ ପ୍ରସ୍ତୁତ