

- ଭୁବନେଶ୍ବରରୁ ନକଲି CBI ଅଫିସର ଗିରଫ | ନିଖିଲ ସ୍ବାଇଁକୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ, ଜଣେ ମୋବାଇଲ ଦୋକାନୀଙ୍କ ଝିଅର ଚିକିତ୍ସା କରାଇ ଦେବାକୁ କହି ୩୦ ହଜାର ଲୁଟିଥିବା ଅଭିଯୋଗ । ଏୟାରପୋର୍ଟ ଅଞ୍ଚଳରେ ଜଣେ ବ୍ୟକ୍ତି ଚାକିରୀ ଦେବା ନାଁରେ ୪୦ ହଜାର ଠକେଇ | ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କଲା ତମାଣ୍ଡୋ ପୋଲିସ |
- ରେଡ଼କ୍ରସର ବରିଷ୍ଠ ଆଜୀବନ ସଦସ୍ୟା ବାସନ୍ତୀ ପାଣିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା