ମଦ୍ୟପ କାର ଚାଳକଙ୍କ ପାଇଁ ରାଜଧାନୀରେ ସିରିଜ ଦୁର୍ଘଟଣା | ଭୁବନେଶ୍ବର ଜୟଦେବ ବିହାରରୁ ଜାଭିୟର ଛକ ଯାଏଁ ସିରିଜ ଦୁର୍ଘଟଣା | ଦୁର୍ଘଟଣାରେ ୪ରୁ ଅଧିକ ଲୋକ ଆହତ | କାର ସହ ଚାଳକକୁ ଅଟକ ରଖିଲା ନୟାପଲ୍ଲୀ ଥାନା ପୋଲିସ |

Leave a Reply

Your email address will not be published. Required fields are marked *