ଭୁବନେଶ୍ବରରୁ ନକଲି CBI ଅଫିସର ଗିରଫ | ନିଖିଲ ସ୍ବାଇଁକୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ, ଜଣେ ମୋବାଇଲ ଦୋକାନୀଙ୍କ ଝିଅର ଚିକିତ୍ସା କରାଇ ଦେବାକୁ କହି ୩୦ ହଜାର ଲୁଟିଥିବା ଅଭିଯୋଗ । ଏୟାରପୋର୍ଟ ଅଞ୍ଚଳରେ ଜଣେ ବ୍ୟକ୍ତି ଚାକିରୀ ଦେବା ନାଁରେ ୪୦ ହଜାର ଠକେଇ | ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କଲା ତମାଣ୍ଡୋ ପୋଲିସ |

Leave a Reply

Your email address will not be published. Required fields are marked *