ମୁମ୍ବାଇର ତାଡଦେଓ ଅଞ୍ଚଳରେ ୨୦ ମହଲା କୋଠାରେ ନିଆଁ ଲାଗି ୭ ଜଣଙ୍କର ମୃତ୍ୟୁ | ନିଆଁକୁ ଆୟତ୍ତ କଲେ ଦମକଳ ବାହିନୀ, ପ୍ରବଳ ଧୂଆଁ ବାହାରିବାରୁ ବୟସ୍କମାନେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ | ୨ ଜଣକୁ ଅକ୍ସିଜେନ ସପର୍ଟୋରେ ରଖାଯାଇଥିବା ମୁମ୍ବାଇ ମେୟରଙ୍କ ସୂଚନା |

Leave a Reply

Your email address will not be published. Required fields are marked *