- ନୂଆବର୍ଷ ପୂର୍ବରାତିରେ ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ ମନା | ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, କଲ୍ୟାଣ ମଣ୍ଡପ ଉପରେ ସତର୍କ ଦୃଷ୍ଟି । କେବଳ ପୂର୍ବ ନିର୍ଦ୍ଧାରିତ ବିବାହ ପାଇଁ ମିଳିବ ଅନୁମତି । ନିୟମ କଡ଼ାକଡ଼ି କରିବାକୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ।
- ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି ; ୧୫ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ